ଆସରେ କୁନା ଆସରେ କୁନି
ପଢିବା ଆମେ ବହି,
ବିଭିନ୍ନ କଥା ଶିଖିବା ଆମେ
ମିତ ଆମର ଏହି।
ଦେଶ ବିଦେଶ କଥା ପଢିବା
ଜାଣିବା ବହୁତ କଥା,
ଗୁରୁଜନଙ୍କ କଥା ମାନିଲେ
ନଇଁବ ନାହିଁ ମଥା ।
ସଭିଙ୍କୁ ଆମେ ପାଇବା ଭଲ
ହୋଇବା ନାହିଁ ଦୁଷ୍ଟ,
ସହ ଖୁସିରେ ଜିଇଁବା ଆମେ
ଦେବାନି... (More)
ଶିଶୁ ମନସ୍ତତ୍ଵକୁ ଯେଉଁ ଲେଖା ସ୍ପର୍ଶ କରେ ।
ଏଠାରେ ଆପଣ ଏବେ ବିଷୟଟିଏ ଯୋଡନ୍ତୁ