ଉତ୍କଳୀୟ କବିମାନଙ୍କ ମଧ୍ୟରେ ଗଙ୍ଗାଧର ମେହେରଙ୍କୁ ସ୍ଵଭାବକବି ଆଖ୍ୟା ଦିଆଯାଇଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ନଥିଲେ ମଧ୍ୟ ସଂସ୍କୃତ ସାହିତ୍ୟ ପ୍ରତି ବିଶେଷ ଅନୁରାଗ ହେତୁ ସେ କାଳିଦାସଙ୍କର "ଅଭିଜ୍ଞାନ ଶାକୁନ୍ତଳମ୍" ନାଟକ ଆଧାରରେ "ପ୍ରଣୟ ବଲ୍ଲରୀ" କାବ୍ୟ ରଚନାକରିଥିଲେ।
ଏଇ ପରିପ୍ରେକ୍ଷୀରେ ଶାକୁନ୍ତଳମ୍ ନାଟକର ପ୍ରଭାବ ଏବଂ ପ୍ରଣୟ ବଲ୍ଲରୀରେ ଅନୁସୃତ ହୋଇଥିବା... (More)